Thursday, August 20, 2026

ନିରନ୍ତର କେବଳ ହରି ନାମ କୀର୍ତ୍ତନ

ନିରନ୍ତର କେବଳ ହରି ନାମ କୀର୍ତ୍ତନରେ ମଗ୍ନ ଆତ୍ମା ଶାରୀ ଲୋ ତୋ ନାହିଁ ଶୁଭ ଅଶୁଭ ଲଗ୍ନ ପକ୍ଷୀଟିଏ ହୋଇ ତୁହି କେଡେ ମଧୁର ରଟୁଅଛି ଚର୍ମ ଚକ୍ଷୁରେ ଦେଖୁଲୁକି ବଂଶୀଧର କଳାଜହ୍ନ

No comments:

Post a Comment