Friday, August 28, 2026

ତୁମ ହୃଦୟରେ ଏଡ଼େ ଦୟାପଣ ଦେଖି

ତୁମ ହୃଦୟରେ ଏଡ଼େ ଦୟାପଣ ଦେଖି ମୋତେ ଡାକିବାକୁ ଇଛାହୁଏ ଭଗବାନ କିପରି ଡା଼କଲେ ଅଧାଗଢାଙ୍କୁ ଶୁଣାଯିବ ମୋତେ ଜଣା ନାହିଁ ମୁହିଁଟି ବଡ ଅଜ୍ଞାନ

No comments:

Post a Comment