Monday, August 17, 2026

ଜରା ଜୀର୍ଣ୍ଣ ବ୍ୟାଧି କ୍ଲୀଷ୍ଟ ମୋର

ଜରା ଜୀର୍ଣ୍ଣ ବ୍ୟାଧି କ୍ଲୀଷ୍ଟ ମୋର ଏହି ଶରୀର ଅର୍ଜିତ ଅଶେଷ ପାପରେ ପୂରିଛି ମୋର ହୃଦ ଯେଣେ ଚାହିଁଦେଲେ ତେଣେ ଉଭା ବ୍ରହ୍ମଦାରୁ ଆତ୍ମା କାନ୍ଦଇ ଥରୁଟିଏ ଛୁଅଁନ୍ତି କି ଛନ୍ଦା ପାଦ

No comments:

Post a Comment