Tuesday, August 18, 2026

ବେନି ଚକ୍ଷୁ ନ ଥାଇ ଅନ୍ଧଟିଏ ଯାହା ହେ ଜଗନ୍ନାଥ

ବେନି ଚକ୍ଷୁ ନ ଥାଇ ଅନ୍ଧଟିଏ ଯାହା ହେ ଜଗନ୍ନାଥ ଦେଖ ମୁହିଁ ପାତକୀ ବିବେକ ହୀନ ଅଜ୍ଞାନୀ ତାହା ବେନି ଚକାଡୋଳା ଅପଲକ ନିରତ କରୁଣା ବୃଷ୍ଟି ସ୍ନାନରେ ପାବନ ରାମ ଭରସା ଏକା ଲକ୍ଷ୍ମୀ ନାହା

No comments:

Post a Comment