Tuesday, August 18, 2026

ହରି ଦାସ ଦୁଆରେ ପାତକୀ ନୟନ ବିଛେଇଲା

ହରି ଦାସ ଦୁଆରେ ପାତକୀ ନୟନ ବିଛେଇଲା ଦିନରେ ସ୍ବପ୍ନ ଦେଖେ ଝୁଣ୍ଟି ଅଟକିବେ ପଦ୍ମନାଭ ଅଭୟ ଛନ୍ଦା ପାଦ ପଖାଳିବ ଅବାରିତ ଲୋତକ ହୃଦୟ ପ୍ରଦୀପ ଆରତୀ କରିବ କମଳା ବଲ୍ଲଭ

No comments:

Post a Comment