Saturday, August 22, 2026

ମହା ପାତକୀ ଶରୀର ରୋଗ ଜୀବାଣୁଙ୍କ ଚିର ବାସ

ମହା ପାତକୀ ଶରୀର ରୋଗ ଜୀବାଣୁଙ୍କ ଚିର ବାସ ଦିବସ ରଜନୀ ଯମ ଯନ୍ତ୍ରଣାରେ ମୋ ଚଞ୍ଚଳ ନିଶ୍ଵାସ ନିସ୍ତାର ଲାଗି ଧାରଣା ଦେଇଅଛି ବୈଷ୍ଣବଙ୍କ ଦ୍ୱାରେ ଅଭୟ ଛନ୍ଦା ଚରଣରେ ଶରଣ ଦିଅ ହେ ପୀତବାସ

No comments:

Post a Comment