Sunday, August 30, 2026

ପୁଷ୍କରିଣୀ ପଙ୍କରେ ଫୁଟେ କମଳ

ପୁଷ୍କରିଣୀ ପଙ୍କରେ ଫୁଟେ କମଳ କମଳ କେଶରରେ ମାଆ କମଳା କମଳା ହୃଦୟରେ ଶ୍ରୀମଧୁସୂଦନ କମଳ ଚରଣେ ମୋ ଆତ୍ମା ଅଳା

No comments:

Post a Comment