Sunday, August 23, 2026

ଏଡିକି ଡ଼ରୁଅଛ କିମ୍ପାଇଁ

ଏଡିକି ଡ଼ରୁଅଛ କିମ୍ପାଇଁ ହେ ସର୍ବ ଅନ୍ତର୍ଯ୍ୟାମୀ ଜଗନ୍ନାଥ ନିଶ୍ଚିତ ହୁଅ ହେ ଶ୍ରୀଧର ଛେଉଣ୍ଡ ରାମ କିଛି ନ ମାଗିବ ଦର୍ଶନ ଦେଲେ ନୟନ ଜଳରେ ଚରଣ ଦୁଇ ପଖାଳିଵ କମଳ ହସ୍ତକୁ ହେ ପତିତପାବନ ଶିରେ ପରେ ରଖିବ

No comments:

Post a Comment