Wednesday, August 26, 2026

ଆତ୍ମା କଳା ଶାରୀ ଲୋ ଆହାଃ କେତେ ଝୁରି ହେଉଅଛୁ

ଆତ୍ମା କଳା ଶାରୀ ଲୋ ଆହାଃ କେତେ ଝୁରି ହେଉଅଛୁ କମଳିନୀ ହୃଦ ଜଗନ୍ନାଥ ଦେବେ କିବା ପାଦରେ ଶରଣ ବୈଷ୍ଣବ ମେଳିରେ ଗଳିରେ ଓଳିରେ ବିତେ ଦିବସ ନିଶି ସତେ କି ଶିରେ କି ହସ୍ତେ ରଖିବେ ଆର୍ତ୍ତତ୍ରାଣ ପରାୟଣ

No comments:

Post a Comment