Wednesday, August 26, 2026

ଯାହାର ପାବନ ଲୀଳା କୀର୍ତ୍ତି

ଯାହାର ପାବନ ଲୀଳା କୀର୍ତ୍ତି ଅଖିଳ ବ୍ରହ୍ମ ବ୍ରହ୍ମାଣ୍ଡ ଘୋଷୁଛି ଶ୍ରୀଜଗନ୍ନାଥ କମଳାର ବର ଶ୍ରୀପୁରୁଷୋତ୍ତମ କଲେ ଅନାଥ ଅଜ୍ଞାନ ଅନ୍ଧ ବାଇଶିପାହାଚ ଅଣ୍ଡାଳି ଚଢିଥିଲି ଶରଣ ପାଇଁ ସ୍ମିତ ମଧୁର ମୁରଲୀ ଅଧରରେ କହିଲେ ନାହିଁ ଚରଣ ହାତ

No comments:

Post a Comment