Monday, August 24, 2026

ମହାବାହୁଙ୍କ ପାଦ ଧୂଳିକୁ ସରି ନୁହେଁ

ମହାବାହୁଙ୍କ ପାଦ ଧୂଳିକୁ ସରି ନୁହେଁ ତୁଳସୀ ମାଳା ହେବାକୁ ଚେଷ୍ଟା କଲି କାହିଁ ସେ କମଳା କାନ୍ତ ଶ୍ରୀଜଗନ୍ନାଥ ହୃଦୟ ଚନ୍ଦନ ଅର୍ଗଳୀରେ ଝୁରି ମଲି

No comments:

Post a Comment