Tuesday, August 18, 2026

ହେ ବ୍ରହ୍ମଦାରୁ ତୁମ୍ଭ ମହାବାହୁ ତଳେ ପ୍ରଶାନ୍ତି ନିଳୟ

ହେ ବ୍ରହ୍ମଦାରୁ ତୁମ୍ଭ ମହାବାହୁ ତଳେ ପ୍ରଶାନ୍ତି ନିଳୟ ପ୍ରତି ପତ୍ରରେ ମହାତୀର୍ଥ ଶାଖା ପ୍ରଶାଖାରେ ଦେବତା ମାରୁତି ବୋଲେ ମୋ ପ୍ରଭୁ କରୁଣା ମୂର୍ତ୍ତି ସୀତା ପତି ରବି ସୁଧାକର ଚକ୍ଷୁ ଅପଲକ ବରୁଣ ରାଜା ଜାମାତା

No comments:

Post a Comment