Sunday, August 30, 2026

ଯଦି ନ ଫେରିବାର ଜାଣିଥିଲ

ଯଦି ନ ଫେରିବାର ଜାଣିଥିଲ ହେ ତ୍ରିକାଳ ଦର୍ଶୀ ଯୋଗ ନିଦ୍ରା ହେ ଗୋବିନ୍ଦ ଚରଣ ଦାସୀ ରାଧାକୁ ନ ନେଲ ଅକ୍ରୁର ରଥରେ ଆତ୍ମାକୁ ତେଜିଲେ ଦେହ ଜଳ ବିହୁନେ ମୀନ ବାୟୁ ବିନା ପ୍ରାଣ ନିରନ୍ତର ଖୋଜି ବୁଲୁଥାଏ ଛନ୍ଦା ଚରଣକୁ ଭାଗବତ ପୋଥିରେ

No comments:

Post a Comment