Monday, August 31, 2026

ହେ ଜଗନ୍ନାଥ ତୁମ୍ଭରି

ହେ ଜଗନ୍ନାଥ ତୁମ୍ଭରି ଚକାଆଖିରେ ମନ ରହିଗଲା ହେ ବ୍ରହ୍ମଦାରୁ ଆତ୍ମା ରହିଗଲା ତୁମ୍ଭ ଛନ୍ଦା ପାଦରେ ଅଶରଣ ଶରଣ ପଞ୍ଜର ପତିତପାବନ ଅର୍ଜୁନ ସଖା ପ୍ରତ୍ୟକ୍ଷରେ ନ ହେଉ ଦର୍ଶନ ଦିଅ ଥରେ ନିଦରେ

No comments:

Post a Comment