Sunday, August 30, 2026

ତୁମ୍ଭ ଚକାଡୋଳା ନିଷ୍କାମ ପ୍ରେମର ଅଥଳ ସାଗର

ତୁମ୍ଭ ଚକାଡୋଳା ନିଷ୍କାମ ପ୍ରେମର ଅଥଳ ସାଗର ଭକତ ଜ୍ଞାନୀ ଯୋଗୀ ସନ୍ୟାସୀଙ୍କର ନ ପାଏ କାତ ନାଵ ଛାଡ଼ି ସକଳେ ଦରିଆ କୂଳେ ଆରତି ବାଢ଼ନ୍ତି ସ୍ୱୟଂ କମଳା ବକ୍ଷ ତେଜି ପାନକଲେ ଚରଣାମୃତ

No comments:

Post a Comment