Wednesday, August 26, 2026

ଗରୁଡ ପଛରେ ଇନ୍ଦ୍ରିୟ ମେଳରେ

ଗରୁଡ ପଛରେ ଇନ୍ଦ୍ରିୟ ମେଳରେ ଠିଆ ହୋଇଥିଲି ଆହେ ଚକାଡୋଳା ତୁମେଟି ପ୍ରଥମେ ମାରିଲ ଆଖି ସେହି ଦିନଠାରୁ ଆତ୍ମା ଝୁରି ମରୁଛି କଳା ଶ୍ରୀମୁଖକୁ ଚରଣେ ଶରଣ ଦେଇ ଜୀବନ ରଖରେ ପ୍ରାଣ ପକ୍ଷି

No comments:

Post a Comment