Thursday, August 27, 2026

ମନ ଉପବନରେ ଶରୀର ନିରନ୍ତର ଭ୍ରମୁଥାଏ

ମନ ଉପବନରେ ଶରୀର ନିରନ୍ତର ଭ୍ରମୁଥାଏ ପାଇ ଇନ୍ଦ୍ରିୟମାନଙ୍କଠାରୁ ବହୁ ମମତା ଆଦର ଵିକାର ହାବୁଡ଼ରେ ପଡିଗଲେ ଜୀବନ ଜଞ୍ଜାଳ ଜୀବନ ହୁଏ ସୁଧା ଭେଟିଲେ ଶୁଭଦ୍ରା ସୋଦର

No comments:

Post a Comment