Tuesday, August 25, 2026

ଓଁକାରରେ ଯେତେ ତୋ ପାଖ ହେବାକୁ ଚେଷ୍ଟା କଲି

ଓଁକାରରେ ଯେତେ ତୋ ପାଖ ହେବାକୁ ଚେଷ୍ଟା କଲି ସେତେ ଦୀର୍ଘ ହୁଏ ତୋ ଦରିଆ କୂଳର ଶରଧା ବାଲି ତୁମ୍ଭ ଚକାଡୋଳାକୁ ଯେତେ ଆଖି ପୁରାଇ ଦେଖିଲେ ସେତେ ଆତ୍ମା ଝୁରେ ଆଉ ଥରୁଟିଏ ଦେଖିବ ବୋଲି

No comments:

Post a Comment