Tuesday, August 18, 2026

ସତ୍ତ୍ୱ ବୁଦ୍ଧିରେ ଆଞ୍ଜୁଳି ଭରିଲେ ହେ ମହାବାହୁ

ସତ୍ତ୍ୱ ବୁଦ୍ଧିରେ ଆଞ୍ଜୁଳି ଭରିଲେ ହେ ମହାବାହୁ ମୁହିଁ ଅଜ୍ଞାନୀ ଇନ୍ଦ୍ରିୟଙ୍କୁ ଉତ୍ତମ ପଥରେ ନିଅନ୍ତି ଜୀବନରେ ସର୍ବୋତ୍ତମ ପଥଟି ବାଇଶି ପାହାଚ ଚଢି ପାରିଲେ ଛନ୍ଦା ଚରଣ ଛୁଇଁ ତରି ଯାଆନ୍ତି

No comments:

Post a Comment