Saturday, August 22, 2026

ନିଦ୍ରା ତେଜିବା କାଳରେ

ନିଦ୍ରା ତେଜିବା କାଳରେ ଚକ୍ଷୁ ପାବନ କଲେ ନାଗ ଶୟନ ଆରତି କାଳେ ଆତ୍ମା ବୋଧ କଲେ ପୂର୍ଣ୍ଣବ୍ରହ୍ମ ଚକାଡୋଳା ଜୀବନ ଚଲା ପଥରେ ନିଷ୍କକଣ୍ଟ କଲେ ରାଧା ପ୍ରେମ ଧନ ଶୟନ କାଳରେ ବ୍ରହ୍ମାନନ୍ଦ ସ୍ବପ୍ନ ଛନ୍ଦା ଚରଣ କାଳୀ ଦଳା

No comments:

Post a Comment