Sunday, August 30, 2026

ମୋର ଆତ୍ମା ଶାରୀ

ମୋର ଆତ୍ମା ଶାରୀ ଲୋ ଶ୍ୟାମସୁନ୍ଦରଙ୍କୁ ଏଡ଼େ ଝୁରି ମରୁ କାହିଁକି ଜାନକୀ ତେଜିଲା ରାଧା ଝୁରିମଲା ଲକ୍ଷ୍ମୀଙ୍କୁ ତଡିଲା ଶୁଣି ନାହୁଁକି ଇନ୍ଦ୍ରିୟ ବିକାରଙ୍କୁ ପରାଜୟ କରି ଚଢିକି ପାରିବୁ ବାଇଶି ପାହାଚ ଚାରି ଯୁଗ ଅପେକ୍ଷା କରିଛନ୍ତି ବ୍ରହ୍ମା ଛନ୍ଦା ଚରଣ ପୂଜିବା ପାଇଁକି

No comments:

Post a Comment