Thursday, August 27, 2026

ଜଗନ୍ନାଥ ଜୀବ ଜୀବନ ଯାତ୍ରା ପଥରେ ଅନ୍ତରଙ୍ଗ ସାଥିଟିଏ

ଜଗନ୍ନାଥ ଜୀବ ଜୀବନ ଯାତ୍ରା ପଥରେ ଅନ୍ତରଙ୍ଗ ସାଥିଟିଏ ଅପଲକ ଚକାଡୋଳା ଜଗତ ହିତରେ ସୁଭଦ୍ରାର ରାକ୍ଷୀଟିଏ ସ୍ଥୁଳ ସୁକ୍ଷ୍ମ ଶରୀର ଅହଙ୍କାର ତେଜି ଚଢିଲେ ବାଇଶି ପାହାଚ ମହାବାହୁ ପ୍ରସାରି ଯିଏ କୋଳ କରିବେ ଆତ୍ମା ସାକ୍ଷୀଟି ସିଏ

No comments:

Post a Comment