Wednesday, August 26, 2026

ତାଙ୍କର ଚକାଡୋଳା ମଧୁର ବୃନ୍ଦାବନ ନିକୁଞ୍ଜ

ତାଙ୍କର ଚକାଡୋଳା ମଧୁର ବୃନ୍ଦାବନ ନିକୁଞ୍ଜ ଇନ୍ଦ୍ରିୟ ପାଷୋରିଲେ ସଂସାର ଥରୁଟେ ଦେଖି ଶରଧା ବାଲିରେ ହଜିଗଲେ କାମନା ବାସନା ବିକାର ହେଲେ ବେକାର ଆତ୍ମା ବହୁତ ସୁଖୀ

No comments:

Post a Comment