Monday, August 24, 2026

ଗୋଟିଏ ହୋଇ ଅନେକ ହେଲୁ

ଗୋଟିଏ ହୋଇ ଅନେକ ହେଲୁ ବଳିଆର ଭାଇ କି ମାୟା କଲୁ ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ କାଳିଆ ହେଲୁ ନାଉରୀ ହୋଇ ନାବରୁ ଠେଲୁ

No comments:

Post a Comment