Wednesday, August 5, 2026

ଗୋଟିଏ ଦୁଇଟି ନୁହେଁ ଚବିଶ ଅବତାର

ଗୋଟିଏ ଦୁଇଟି ନୁହେଁ ଚବିଶ ଅବତାର ହେ ପତିତପାବନ ଭାବିଛକି ମୋ କଥା ସଦା ସର୍ବଦା କାନ୍ଦୁଅଛି ଗରୁଡ଼ ପଛରେ କେବେ ଛନ୍ଦା ପାଦ ଛୁଇଁବ ପତିତ ମଥା

No comments:

Post a Comment