Sunday, August 9, 2026

ମୋ ମନ ସମର୍ପିଲି ବାସୁଦେବ ବ୍ରହ୍ମଦାରୁ ଅଧାଗଢାଙ୍କୁ

ମୋ ମନ ସମର୍ପିଲି ବାସୁଦେବ ବ୍ରହ୍ମଦାରୁ ଅଧାଗଢାଙ୍କୁ ସାଇତି ରଖିଥିବ ହେ ଶ୍ରୀନାଥ ମୋ ମନ ବଡ ଚଞ୍ଚଳ ଆତ୍ମା ଭରି ଦର୍ଶନ କରିବି ଲକ୍ଷ୍ମୀ ବକ୍ଷ ଚକାଡ଼ୋଳାଙ୍କୁ ଅତି ନିବିଡ଼େ ଚୁମିବ ରସନା ଶ୍ରୀରଙ୍ଗା ଚରଣ କମଳ

No comments:

Post a Comment