Monday, August 10, 2026

ଖସି ଯିବାର ନାହିଁ କୌଣସି ବାଟ

ଖସି ଯିବାର ନାହିଁ କୌଣସି ବାଟ ଅବାଟ କୁପଥକୁ ଅଶେଷ ନୟନ ସତ୍ୟ ବାଟଟି ସଳଖ ବୈକୁଣ୍ଠକୁ ସାରଥି ପଦ୍ମନାଭ ଅନନ୍ତ ଶୟନ

No comments:

Post a Comment