Sunday, August 2, 2026

ନିଜକୁ ତୁମ୍ଭେ ନିଜେ ପୂଜା କର ହେ ଜଗନ୍ନାଥ

ନିଜକୁ ତୁମ୍ଭେ ନିଜେ ପୂଜା କର ହେ ଜଗନ୍ନାଥ ଜୀବ ହୃଦୟରେ ହୋଇ ଏକାନ୍ତ ନବଧା ଭକ୍ତି ମୁହିଁ ଜଣେ ମହାପତିତ ମୋ ବେଳ ରତ ରତ ଛନ୍ଦା ଚରଣରେ ଆଶ୍ରୟ ଦେଇ ଦିଅନ୍ତନି ମୁକ୍ତି

No comments:

Post a Comment