Monday, August 3, 2026

ବେଗେ ଧାଇଁଲେ ଶୀଘ୍ର ପହଞ୍ଚିବୁ

ବେଗେ ଧାଇଁଲେ ଶୀଘ୍ର ପହଞ୍ଚିବୁ ବୈକୁଣ୍ଠ ନୁହେଁ ଜଞ୍ଜାଳ ପାଖରେ ଅଧିର ହେଲେ ଛନ୍ଦା ପାଦ ଲାଗି ଆଖି ମିଳି ପାରଇ ଚକାଆଖିରେ

No comments:

Post a Comment