Sunday, August 9, 2026

ମାଆ ତାରିଣୀ ଦୁଆର ବନ୍ଧରେ ପଶୁରାଜ ସିଂହ

ମାଆ ତାରିଣୀ ଦୁଆର ବନ୍ଧରେ ପଶୁରାଜ ସିଂହ ସଦା ସର୍ଵଦା ଆଜ୍ଞା ପାଳିବା ପାଇଁକି ଦାସ ତତ୍ପର ଆରତ୍ତ ନାଶିନୀ ଦାରିଦ୍ର୍ୟ ଭଞ୍ଜନୀ ଅଖିଳ ଜନନୀ ଦୁର୍ଗତି ନାଶିନୀ ଚାହାଁ ଡାକେ ହୋଇ ବଡ କାତର

No comments:

Post a Comment