Friday, August 14, 2026

କିଏ ପୂଜିଲା ଥୋଇ ନୟନ ପଥରେ

କିଏ ପୂଜିଲା ଥୋଇ ନୟନ ପଥରେ ଆଉ କେ ପୂଜିଲା କୃଷ୍ଣ ହୃଦ ପଦ୍ମରେ ଲକ୍ଷ୍ମୀ ସଦା ପୁଜନ୍ତି ଆତ୍ମାରେ ମିଶାଇ ମୁହିଁ ଶୁଦ୍ର ଲୋଟିଥାଏ ଛନ୍ଦା ପାଦରେ

No comments:

Post a Comment