Tuesday, August 4, 2026

ଅତି ଉଚ୍ଚ ଓଲଟ ଅଶ୍ୱତ୍ଥ ବୃକ୍ଷରେ ଚଢାଇ ଦେଇ

ଅତି ଉଚ୍ଚ ଓଲଟ ଅଶ୍ୱତ୍ଥ ବୃକ୍ଷରେ ଚଢାଇ ଦେଇ ହେ ଚକାଡୋଳା ନିଳକନ୍ଦରରେ ନିଶ୍ଚିନ୍ତ ହେଲ ଏଡ଼େ ବିଶାଳ ବିଶାଳ ବାହୁ ମୂଳରେ ଘଞ୍ଚ ଛାୟା ହେ ଶ୍ରୀଜଗନ୍ନାଥ ଟିକିଏ ମୂଳକୁ ଓହ୍ଲେଇ ଦେଲ

No comments:

Post a Comment