Tuesday, August 4, 2026

ଆପଣାକୁ ଖୋଜୁ ଖୋଜୁ ମୁହିଁ

ଆପଣାକୁ ଖୋଜୁ ଖୋଜୁ ମୁହିଁ ନୀଳକନ୍ଦରରେ ହଜିଗଲି ଚକାଆଖିରେ ଆଖି ମିଳେଇ ସବୁଠୁଁ ବେଶୀ ଖୁସି ହେଲି ବିଶାଳ ଭୁଜ ଛାଇରେ ବସୁ ବସୁ ଆଖି ପତା ଲାଗିଗଲା ପାହାନ୍ତି ସପନ ଛନ୍ଦା ପାଦ ସ୍ପର୍ଶ ପାଇ ନିଜକୁ ଭୁଲିଗଲି

No comments:

Post a Comment