Thursday, August 13, 2026

ହରି ଚରଣ ଶ୍ରୀହରି ଚରଣ

ହରି ଚରଣ ଶ୍ରୀହରି ଚରଣ ହରି ଚରଣ ଶ୍ରୀହରି ଚରଣ ଅଖିଳ ବ୍ରହ୍ମାଣ୍ଡେ ଶ୍ରୀହରି ଚରଣ ପରମ ଅଭୟ ଶରଣ ଅଧାଗଢା ବୋଲି କହି ଲକ୍ଷ୍ମୀ ଜଗନ୍ନାଥ ନିରାଶ କଲେ ହେ ଚକାଆଖି ଆଉ କାହିଁ ଲଭିବ ରାମ ସୁଖଦ ମରଣ

No comments:

Post a Comment