Monday, August 3, 2026

ତୁମ୍ଭରି ବିପୁଳ ଯଶ ଶୁଣି ହେ ନୀଳାଦ୍ରୀନାଥ

ତୁମ୍ଭରି ବିପୁଳ ଯଶ ଶୁଣି ହେ ନୀଳାଦ୍ରୀନାଥ ଛେଉଣ୍ଡ ରାମ ମନରେ ବାନ୍ଧିଛି ବଡ଼ ସାହସ ସିଂହଦ୍ୱାରେ ଧାରଣା ଦେଇଛି ହେ ଚକାଆଖି ଛନ୍ଦା ଚରଣରେ ଶରଣ ଦିଅ ହେ ପୀତବାସ

No comments:

Post a Comment