Saturday, August 8, 2026

କ୍ଷଣ ଭଙ୍ଗୁର ମାଟି ଘଟ ଶରୀରରେ

କ୍ଷଣ ଭଙ୍ଗୁର ମାଟି ଘଟ ଶରୀରରେ ଥୋଇକି ଜୀବଙ୍କୁ ନୀଳଚକ୍ରରେ ଫର ଫର ଉଡ଼ାଅ ପତିତପାବନ ବାନା ଇନ୍ଦ୍ରିୟ ବିକାର ମେଳରେ ଜୀବନ ବିଦୀର୍ଣ୍ଣ ଅଭିମନ୍ୟୁ ଅଭୟ ଚରଣ ବଢା କୃଷ୍ଣ ଚକାଡୋଳା ଅପଲକ ଅନା

No comments:

Post a Comment