Tuesday, August 11, 2026

ପଦ୍ମନାଭଙ୍କର ସହିବା ପଣ ହେଉ

ପଦ୍ମନାଭଙ୍କର ସହିବା ପଣ ହେଉ ମୋର ଜୀବନର ଚଲାପଥ ପତିତ ପାବନ ଧର୍ମ ଧ୍ବଜା ଅଶରଣ ଶରଣ ହେ ନୀଳାଦ୍ରୀନାଥ ବାଇଶିପାହାଚ ଚଢ଼ିବାକୁ ଅକ୍ଷମ ଓହ୍ଲାଇ ଆସ ହେ କାଳିଦଳା ଲକ୍ଷ୍ମୀ ହୃଦୟ ଶ୍ରୀଜଗନ୍ନାଥ ହେ ଛନ୍ଦା ଚରଣ ଛୁଇଁ ଆତ୍ମା ତୃପ୍ତ

No comments:

Post a Comment