Thursday, August 13, 2026

ଅପଲକ ଆଖିରେ

ଅପଲକ ଆଖିରେ ଏମିତି ଚାହାଁନା ହେ ଚକାଆଖି ହେ ଚକାଆଖି ଘରୁ ମୁଁ ଲୁଚି ଆସିଛି କରି ବାହାନା ମହାବାହୁ ପ୍ରସାରି ଥରୁଟେ ଆଲିଙ୍ଗନ କର ରାମକୁ ଇନ୍ଦ୍ରିୟ ବିକାରଙ୍କ ଜଞ୍ଜାଳ ମରଣୁଁ ବଳି କି ଜାଣନା

No comments:

Post a Comment