Thursday, August 6, 2026

ତୁମ୍ଭରି ପଦ୍ମ ପାଦ ଦୁଇଟି ଆନନ୍ଦ ସଦନ

ତୁମ୍ଭରି ପଦ୍ମ ପାଦ ଦୁଇଟି ଆନନ୍ଦ ସଦନ ହେ ଚକାଡୋଳା ମୋତେ ସେଇଠି ରଖ ସକଳ ଦେହ ଅଭିମାନ ବୃଥା ହୋଇଲା ଅନ୍ତର୍ଯ୍ୟାମୀ ଜାଣ ମୁହିଁ କେଡେ ନିରେଖ

No comments:

Post a Comment