Sunday, August 9, 2026

ନିରେଖି ଦେଖ ଚକାଡ଼ୋଳାକୁ ମୋ ପ୍ରାଣ ମିତଣୀ ଲୋ

ନିରେଖି ଦେଖ ଚକାଡ଼ୋଳାକୁ ମୋ ପ୍ରାଣ ମିତଣୀ ଲୋ ଏହି ସେହି ଜଳଦ ଶ୍ୟାମ ଦେବକୀ ନନ୍ଦନ ବାସୁଦେବ ବାଇଶି ପାହାଚ ତଳେ ବସିବା ଛନ୍ଦା ଚରଣ ସ୍ପର୍ଶ ପାଇଁ ଆମରି ବାଟ ଦେଇ ଲୋ ଯିବେ ତୁଳସୀ ମହକି ବାସିବ

No comments:

Post a Comment