Wednesday, August 12, 2026

ବେନି କର୍ଣ୍ଣ ଥାଇ ବଧିର ହେଲି

ବେନି କର୍ଣ୍ଣ ଥାଇ ବଧିର ହେଲି କୃଷ୍ଣ ନାମ ଏକା ସାଥି ବୁଝିଗଲି ଦେଖି ନ ଦେଖିଲା ଅନ୍ଧ ହେଲି କୃଷ୍ଣ ଛନ୍ଦା ଚରଣକୁ ଝୁରି ମଲି

No comments:

Post a Comment