Thursday, August 6, 2026

ଏହି ଜୀବନ ଗୋଟିଏ ବିଶ୍ୱ ଶାନ୍ତି ଯଜ୍ଞ

ଏହି ଜୀବନ ଗୋଟିଏ ବିଶ୍ୱ ଶାନ୍ତି ଯଜ୍ଞ ଜନ୍ମ ମୃତ୍ୟୁ ସମୟକୁ ଜଳେ ଦାଉ ଦାଉ କୃଷ୍ଣ ଗୋବିନ୍ଦ ଉଚ୍ଚାରି ଆହୁତି ଦେଲେ କୌଣସି ବିଘ୍ନକୁ ଭୟଟି ନ ଥାଏ ଆଉ

No comments:

Post a Comment