Monday, August 10, 2026

ପଣସ ଭିତରେ ନିଷ୍କାମ ପ୍ରେମରେ ଯିଏ ସଞ୍ଚିଲା

ପଣସ ଭିତରେ ନିଷ୍କାମ ପ୍ରେମରେ ଯିଏ ସଞ୍ଚିଲା ଜୀବ ଜୀବନ ମଧୁରାତି ସୁସ୍ୱାଦୁ ରସାଳ ଖୋସା ସେହି ଭୂଦେବୀ ସ୍ୱାମୀ ପଦ୍ମନାଭ ପଦ୍ମପାଦରେ ରାମ ମହାପତିତର ଆତ୍ମା ସଦା କରିଅଛି ବସା

No comments:

Post a Comment