Sunday, August 9, 2026

ଦେବ ଦେବ ମହାଦେବ ହେଲେ ପରମ ବୈଷ୍ଣବ

ଦେବ ଦେବ ମହାଦେବ ହେଲେ ପରମ ବୈଷ୍ଣବ ମହା ଯୋଗେଶ୍ୱର ଶଙ୍କର ରାମ ରାମ ଜପାମାଳି ଗଞ୍ଜେଇ ମଦ ମୋବାଇଲି ଭକ୍ତିକୁ ନିର୍ମୁଳ କରେ ଭଣ୍ଡ ବେଶେ ଶୈବ ଧର୍ମ ଧ୍ଵଜାରେ ନ ବୋଳ କାଳି

No comments:

Post a Comment