Sunday, August 2, 2026

କୃଷ୍ଣଙ୍କୁ ସମର୍ପଣ ଚିତ୍ତ ହେଉ

କୃଷ୍ଣଙ୍କୁ ସମର୍ପଣ ଚିତ୍ତ ହେଉ ବେଣୁ ସ୍ଵନ କର୍ଣ୍ଣକୁ ଶୁଭୁଥାଉ ହୃଦ ଲଭୁ ଛନ୍ଦା ପଦେ ଭକ୍ତି ଚକାଆଖି କୃପା ବୃଷ୍ଟି ହେଉ

No comments:

Post a Comment