Saturday, August 1, 2026

ଜୟ ଜୟ କୃଷ୍ଣ ହରେ ହରେ କୃଷ୍ଣ ଚତୃର୍ଦ୍ଧା ଦାରୁବ୍ରହ୍ମ

ଜୟ ଜୟ କୃଷ୍ଣ ହରେ ହରେ କୃଷ୍ଣ ଚତୃର୍ଦ୍ଧା ଦାରୁବ୍ରହ୍ମ ଓଁ ଅକ୍ଷର ବ୍ରହ୍ମ ବ୍ରହ୍ମଦାରୁ ନିର୍ମଳ ପ୍ରେମ ସନାତନ ଧର୍ମ ଜୟ ଜୟ କୃଷ୍ଣ ହରେ ହରେ କୃଷ୍ଣ ସମଦର୍ଶୀ ଚକାଆଖି ପଦ୍ମନାଭ ଶ୍ରୀପତି ଆରତ୍ତ ନାଶନ ଅଭୟ ଆଶ୍ରୟ ମମ

No comments:

Post a Comment