Saturday, August 1, 2026

ମୋର ଆତ୍ମା କୋଇଲି

ମୋର ଆତ୍ମା କୋଇଲି ଲୋ ଯାହାକୁ ଏଡିକି ଝୁରି ଝୁରି ମରୁଅଛୁ ଉଦାର ଚନ୍ଦନ ଚର୍ଚ୍ଚିତ ବନମାଳୀ ଥରେ ସ୍ମରଣ କରନ୍ତିକି ତୋତେ ଆରତ୍ତ ନାଶନ ପତିତ ପାବନ ଧ୍ବଜା ଧର୍ମ ସଂସ୍ଥାପନେ ଅବତାର ନବଧା ଭକ୍ତିରେ ଦୃଢ଼େ ବନ୍ଧା ଛନ୍ଦା ଚରଣ ସାତ ସପନ ମୋତେ

No comments:

Post a Comment