Tuesday, August 4, 2026

ଜୀବନ ପ୍ରଭାତରେ ବାଳ ଅରୁଣ ତୁମ୍ଭେ ଗୋବିନ୍ଦ

ଜୀବନ ପ୍ରଭାତରେ ବାଳ ଅରୁଣ ତୁମ୍ଭେ ଗୋବିନ୍ଦ ତୁମ୍ଭେ ଗୋବିନ୍ଦ ସତ୍ୟ ଜ୍ଞାନ ଧର୍ମ ସନାତନ ସାରଥି ଜୀବନ ସନ୍ଧ୍ୟାରେ ପୂର୍ଣ୍ଣିମାର ଇନ୍ଦୁ ତୁମ୍ଭେ ଗୋବିନ୍ଦ ତୁମ୍ଭେ ଗୋବିନ୍ଦ ନୀଳକନ୍ଦରରେ ଦାରୁବ୍ରହ୍ମ ଆରତୀ

No comments:

Post a Comment