Tuesday, August 4, 2026

ଶ୍ରୀମନ୍ଦିର ନୀଳକନ୍ଦରକୁ

ଶ୍ରୀମନ୍ଦିର ନୀଳକନ୍ଦରକୁ ଯାଉଛୁ କିଵା ଚଞ୍ଚଳ ମାନସ ତାହା ହେଲେ ତୋ ପଛେ ଗୋଡେଇ ଗୋଡେଇ ଯିବି ଅନ୍ୟ କେଉଁଠିକୁ ଯାଉଥିଲେ ସମ୍ପୂର୍ଣ୍ଣ ଛାଡ ଆତ୍ମା ଆଶା ବ୍ରହ୍ମାନନ୍ଦେ ବ୍ରହ୍ମଦାରୁ ମହାବାହୁ ଛାୟା ତଳେ ବସିଥିବି

No comments:

Post a Comment