Friday, August 7, 2026

ବିବିଧ ରଙ୍ଗ ପୁଷ୍ପ ବିବିଧ ରଙ୍ଗ ପ୍ରଜାପତି

ବିବିଧ ରଙ୍ଗ ପୁଷ୍ପ ବିବିଧ ରଙ୍ଗ ପ୍ରଜାପତି ମଧୁ ଗୋଟିଏ ଅତି ନିବିଡ଼ ଘନିଷ୍ଠ ପ୍ରୀତି ହରି ଓଁ ମନ ଭ୍ରମର ଜପାମାଳି କରିଛି ଲଭିବକି କୃଷ୍ଣ ପାଦ କମଳ ସଦା ମତି

No comments:

Post a Comment